ବିପ୍ରୟାଣ Biprayāṇa

  • ସଂ. ବି (ବି+ପ୍ର+ଯା ଧାତୁ=ଗମନ କରିବା+ଭାବ. ଅନ) — ପଳାୟନ — Flying away; flight
  • ସଂ. ବି (ବି+ପ୍ର+ଯା ଧାତୁ=ଗମନ କରିବା+ଭାବ. ଅନ) — ପ୍ରସ୍ଥାନ — Going away; starting