ବିପ୍ରୋଷିତ Biproshita

  • ସଂ. ବିଣ. ପୁଂ. (ବି+ପ୍ର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. ତ; ବସ୍ ସ୍ଥାନରେ ଉଷ୍) — ବିଦେଶସ୍ଥ; ପ୍ରବାସବାସୀ — Sojourning; living abroad
  • ସଂ. ବିଣ. ପୁଂ. (ବି+ପ୍ର+ବସ୍ ଧାତୁ=ବାସ କରିବା+କର୍ତ୍ତୃ. ତ; ବସ୍ ସ୍ଥାନରେ ଉଷ୍) — ଅନୁପସ୍ଥିତ (ହି. ଶ.) — Absent