ବିପ୍ରସିଂହ Biprasiṁha

  • ଦେ. ବି — ଏକ ପ୍ରାଚୀନ ଓଡ଼ିଆ ଚଉତିଶାର ବାଣୀ ବା ରାଗ — The metre of an Oriya Chautiṡā
  • ଦେ. ବି — ଗୋଟିଏ ପ୍ରାଚୀନ ଓଡ଼ିଆ ଚଉତିଶାର କବିଙ୍କ ନାମ — The name of the author of an Oriyā Chautiṡā