ବିପ୍ରସାତ୍ Biprasāt
- ସଂ. ବିଣ (ବିପ୍ର+ଦେୟ ଆଦି ଅର୍ଥରେ ସାତ୍) — ବ୍ରାହ୍ମଣକୁ ଦେୟ — Fit to be given away to a Brāhmaṇa
- ସଂ. ବିଣ (ବିପ୍ର+ଦେୟ ଆଦି ଅର୍ଥରେ ସାତ୍) — ବ୍ରାହ୍ମଣକୁ ପ୍ରଦତ୍ତ — Given to a Brāhmaṇa
- ସଂ. ବିଣ (ବିପ୍ର+ଦେୟ ଆଦି ଅର୍ଥରେ ସାତ୍) — ବ୍ରାହ୍ମଣାଧୀନ — Under the control of a Brāhmaṇa