ବିପ୍ରଶ୍ନିକା Bipraṡnikā

  • ସଂ. ବି. ସ୍ତ୍ରୀ. (ବି+ପ୍ରଶ୍ନ+କ+ଆ) — ଗଣକପତ୍ନୀ; ଦୈବଜ୍ଞା — A female astrologer
  • ସଂ. ବି. ସ୍ତ୍ରୀ. (ବି+ପ୍ରଶ୍ନ+କ+ଆ) — ଜିଜ୍ଞାସା — Query; interrogatory