ବିପ୍ରଳାପ Bipraḻāpa

  • ସଂ. ବି (ବି+ପ୍ର+ଳପ୍ ଧାତୁ=କହିବା=ଭାବ. ଅ) — ନିରର୍ଥକ କଥନ — Gibberish talk
  • ସଂ. ବି (ବି+ପ୍ର+ଳପ୍ ଧାତୁ=କହିବା=ଭାବ. ଅ) — କଳହ — Quarrel; wrangling
  • ସଂ. ବି (ବି+ପ୍ର+ଳପ୍ ଧାତୁ=କହିବା=ଭାବ. ଅ) — ବୃଥା କଳହ; ଅନର୍ଥକ ବିବାଦ — Unnecessary dispute
  • ସଂ. ବି (ବି+ପ୍ର+ଳପ୍ ଧାତୁ=କହିବା=ଭାବ. ଅ) — ବିରୋଧବଚନ; ବିରୋଧୋକ୍ତି; ବିରୋଧା— ଭାଷ — Words not expressing the intended meaning