ବିପ୍ରଳମ୍ଭ Bipraḻambha
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — କଳହ; ବିବାଦ — Dispute; wrangling
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — ପ୍ରତାରଣା; ଛଳନା — Deceit; fraud
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — ବିରହ — Separation
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — ବିୟୋଗ — Bereavement
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — ଶୃଙ୍ଗାରବିଶେଷ — A love-sentiment (out of nine) appearing between lovers
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — [ଦ୍ର—କାବ୍ୟାଦିରେ ଦୁଇପ୍ରକାର ରସ କଥିତ;— ସମ୍ଭୋଗ ବା ସଂଯୋଗ ଶୃଙ୍ଗାର ଓ ବିପ୍ରଳମ୍ଭ ବା ବିୟୋଗ ଶୃଙ୍ଗାର। ବିପ୍ରଲମ୍ଭ ଶୃଙ୍ଗାରରେ ନାୟକ ନାୟିକାଙ୍କ ବିରହ— ଜନିତ ସନ୍ତାପ ଆଦର ବର୍ଣ୍ଣିତ ହୋଇଅଛି—ହି. ଶ.।]
- ସଂ. ବି. (ବି+ପ୍ର+ଲଭ୍ ଧାତୁ+ଭାବ. ଅ) — ବିରୁଦ୍ଧ କର୍ମ — Contrary act