ବିପ୍ରଲୁଂପକ Bipraluṁpaka

  • ସଂ. ବିଣ. ପୁଂ. (ବି+ପ୍ର+ଲୁଂପ ଧାତୁ+ଅକ) — ଅତି ଲୋଭୀ (ହି. ଶ.) — Very avaricious
  • ସଂ. ବିଣ. ପୁଂ. (ବି+ପ୍ର+ଲୁଂପ ଧାତୁ+ଅକ) — ଆପଣାର ଲାଭ ପାଇଁ ପରର ଉତ୍ପୀଡ଼ନ (ହି. ଶ.) — Oppressing others for one's own gain
  • ସଂ. ବିଣ. ପୁଂ. (ବି+ପ୍ର+ଲୁଂପ ଧାତୁ+ଅକ) — ଅଧିକ ନେବା ବାଲା (ହି. ଶ.) — Taking too much