ବିପ୍ରଲବ୍ଧ Bipralabdha
- ସଂ. ବିଣ. ପୁଂ. (ବି+ପ୍ର+ଲଭ୍ ଧାତୁ=ଲାଭ କରିବା; ବଞ୍ଚନା କରିବା+କର୍ମ. ତ) — ପ୍ରଚାରିତ — Deceived
- ସଂ. ବିଣ. ପୁଂ. (ବି+ପ୍ର+ଲଭ୍ ଧାତୁ=ଲାଭ କରିବା; ବଞ୍ଚନା କରିବା+କର୍ମ. ତ) — ଈପ୍ସିତ ବସ୍ତୁରୁ ବଞ୍ଚିତ — Disappointed
- ସଂ. ବିଣ. ପୁଂ. (ବି+ପ୍ର+ଲଭ୍ ଧାତୁ=ଲାଭ କରିବା; ବଞ୍ଚନା କରିବା+କର୍ମ. ତ) — ପ୍ରିୟ ସମାଗମ ବିରହିତ — Deprived of the society of one's beloved
- ସଂ. ବି. ପୁଂ. — ନାୟକଭେଦ; ଯେଉଁ ନାୟକ ଗୋପନରେ ଓ ଛଦ୍ମବେଶରେ ନାୟିକା ସହିତ ମିଳିତ ହେବା ଆଶାରେ ସଙ୍କେତ ସ୍ଥାନକୁ ଯାଇ ବ୍ୟର୍ଥମନୋରଥ ହୋଇ ଫେରିଆସେ — A disappointed lover who does not meet his sweet heart at the appointed rendzvous, having gone there in secret and wearing a mask