ବିପ୍ରଲବ୍ଧା Bipralabdhā

  • ସଂ. ବି. ସ୍ତ୍ରୀ (ବିପ୍ରଲବ୍ଧ+ସ୍ତ୍ରୀ. ଆ) — ନାୟିକାଭେଦ; ଯେଉଁ ନାୟିକା ସଙ୍କେତ ସ୍ଥାନରେ ନାୟକକୁ ନ ଦେଖି ହତାଶ ହୁଏ — A lady who is disappointed at not finding her paramour in the promised meeting place