ବିପ୍ରଯୁକ୍ତ Bipraj̄ukta

  • ସଂ. ବିଣ (ବି+ପ୍ର+ଯୁଜ୍ ଧାତୁ+ତ) — ବିଶ୍ଲିଷ୍ଟ — Separated
  • ସଂ. ବିଣ (ବି+ପ୍ର+ଯୁଜ୍ ଧାତୁ+ତ) — ବିଯୁକ୍ତ; ପୃଥକୀକୃତ — Severed
  • ସଂ. ବିଣ (ବି+ପ୍ର+ଯୁଜ୍ ଧାତୁ+ତ) — ବିରହିତ — Bereft; destitute
  • ସଂ. ବିଣ (ବି+ପ୍ର+ଯୁଜ୍ ଧାତୁ+ତ) — ପ୍ରିୟବ୍ୟକ୍ତିଠାରୁ ବିଚ୍ଛେଦପ୍ରାପ୍ତ — Separated, absent or away from one's beloved (Apte)