ବିପ୍ରବୁଦ୍ଧ Biprabudhha

  • ସଂ. ବିଣ. (ବି+ପ୍ରବୁଦ୍ଧ=ଜାଗରିତ) — ବିନିଦ୍ର; ନିଦ୍ରାହୀନ — Sleepless
  • ସଂ. ବିଣ. (ବି+ପ୍ରବୁଦ୍ଧ=ଜାଗରିତ) — ଜାଗରିତ — Awaken