ବିପ୍ରତୀସାର Bipratīsāra

  • ସଂ. ବି. (ବି+ପ୍ରତି+ସୃ ଧାତୁ+ଭାବ. ଅ) — କ୍ରୋଧ; କୋପ — Anger; wrath; fury
  • ସଂ. ବି. (ବି+ପ୍ରତି+ସୃ ଧାତୁ+ଭାବ. ଅ) — ଗତାନୁଶୋଚନା; ପଶ୍ଚାତ୍ତାପ — Repentance; regret
  • ସଂ. ବି. (ବି+ପ୍ରତି+ସୃ ଧାତୁ+ଭାବ. ଅ) — ଖଳତା — Wickedness
  • ସଂ. ବି. (ବି+ପ୍ରତି+ସୃ ଧାତୁ+ଭାବ. ଅ) — ଅମଙ୍ଗଳ — Evil (Apte)