ବିପ୍ରତିଷେଧ Bipratishedha
- ସଂ. ବି (ବି+ପ୍ରତିଷେଧ) — ତୁଲ୍ୟବଳ ବିଶିଷ୍ଟ ବ୍ୟକ୍ତି— ଦ୍ୱୟ ବା ସ୍ୱାର୍ଥଦ୍ୱୟ ମଧ୍ୟରେ ବିରୋଧ — Opposition between 2 equal strong persons; conflict between two even matched interests (Apte)
- ସଂ. ବି (ବି+ପ୍ରତିଷେଧ) — ନିଷେଧ — Prohibition
- ସଂ. ବି (ବି+ପ୍ରତିଷେଧ) — (ନ୍ଯାୟ) ତୁଲ୍ୟବଳ ବିରୋଧ — (Logic) Conflict between two equally important propositions
- ସଂ. ବି (ବି+ପ୍ରତିଷେଧ) — ନିୟତ୍ରଣ — Controlling; keeping undercontrol (Apte)
- ସଂ. ବି (ବି+ପ୍ରତିଷେଧ) — (ବ୍ୟାକରଣ) ଦୁଇଟି ପରସ୍ପର ବିରୋଧୀ ନିୟମ ବା ବିଧି ମଧ୍ୟରେ ପରସ୍ପର ବିରୋଧ — (gramer) The conflict of two different grammatical operations, become possible according to 2 different rules (Apte)
- ସଂ. ବି (ବି+ପ୍ରତିଷେଧ) — [ଦ୍ର—ବ୍ୟାକରଣରେ 2 ଟି ପରସ୍ପର ବିରୋଧୀ ସୂତ୍ର ଦେଖାଗଲେ ପରବର୍ତ୍ତୀ ସୂତ୍ର ଅନୁସାରେ କାର୍ଯ୍ୟ କରିବାକୁ ହେବ, ଏହାହିଁ ବ୍ୟାକରଣର ଉପଦେଶ; ବିପ୍ରତିଶଷେଧେ ପରଂ କାର୍ଯ୍ୟଂ—ପାଣିନି 1 - 4 - 2 ।] — [ଦ୍ର—ବ୍ୟାକରଣରେ2ଟି ପରସ୍ପର ବିରୋଧୀ ସୂତ୍ର ଦେଖାଗଲେ ପରବର୍ତ୍ତୀ ସୂତ୍ର ଅନୁସାରେ କାର୍ଯ୍ୟ କରିବାକୁ ହେବ, ଏହାହିଁ ବ୍ୟାକରଣର ଉପଦେଶ; ବିପ୍ରତିଶଷେଧେ ପରଂ କାର୍ଯ୍ୟଂ—ପାଣିନି1-4-2]