ବିପ୍ରଚରଣ Bipracharaṇa
- ସଂ. ବି ( 6 ଷ୍ଠୀ ତତ୍; ବିପ୍ର+ଚରଣ) — ବ୍ରାହ୍ମଣର ଗୋଡ଼ — The leg of a Brāhmaṇa
- ସଂ. ବି ( 6 ଷ୍ଠୀ ତତ୍; ବିପ୍ର+ଚରଣ) — ବିଷ୍ଣୁଙ୍କ ହୃଦୟରେ ଅଙ୍କିତ ଭୃଗୁମୁନିଙ୍କ ଗୋଇଠାର ଚିହ୍ନ (ହି. ଶ.) — The mark of the kick left on the breast of Bishṇu by Sage Bhṛugu
- ଦେ. ବି. ପୁଂ — ଲୋକଙ୍କ ନାମ — A name given to males