ବିପ୍ରକୃତ Biprakṛuta
- ସଂ. ବିଣ. (ବି+ପ୍ର+କୃ ଧାତୁ+କର୍ମ. ତ) — ତିରସ୍କୃତ — Abused
- ସଂ. ବିଣ. (ବି+ପ୍ର+କୃ ଧାତୁ+କର୍ମ. ତ) — ଅପକୃତ — Injured
- ସଂ. ବିଣ. (ବି+ପ୍ର+କୃ ଧାତୁ+କର୍ମ. ତ) — ଅବମାନିତ — Disregarded; insulted; slighted
- ସଂ. ବିଣ. (ବି+ପ୍ର+କୃ ଧାତୁ+କର୍ମ. ତ) — ଉପଦ୍ରୁତ; ଯାହା ଉପରେ ଉପଦ୍ରବ କରା ଯାଇଅଛି — Oppressed; ravaged