ବିପ୍ରକୀର୍ଣ୍ଣ Biprakīrṇṇa

  • ସଂ. ବିଣ. (ବି+ପ୍ର+କୃ ଧାତୁ=ବିକ୍ଷେପ କରିବା+କର୍ମ. ତ) — ଇତସ୍ତତଃ ବିକ୍ଷିପ୍ତ — Strewn; scattered about
  • ସଂ. ବିଣ. (ବି+ପ୍ର+କୃ ଧାତୁ=ବିକ୍ଷେପ କରିବା+କର୍ମ. ତ) — ବିପର୍ଯ୍ଯସ୍ତ — Overwhelmed; upturned; overturned
  • ସଂ. ବିଣ. (ବି+ପ୍ର+କୃ ଧାତୁ=ବିକ୍ଷେପ କରିବା+କର୍ମ. ତ) — ଆଲୁଳାୟିତ; ଅସ୍ତବ୍ୟସ୍ତ — Disordered; confused; dishevelled