ବିପ୍ରକାର Biprakāra
- ସଂ. ବି. (ବି+ପ୍ର+କୃ ଧାତୁ+ଭାବ. ଅ) — ଅନିଷ୍ଟ; ଅପକାର — Injury; harm; mischief
- ସଂ. ବି. (ବି+ପ୍ର+କୃ ଧାତୁ+ଭାବ. ଅ) — ତିରସ୍କାର — Censure; rebuke
- ସଂ. ବି. (ବି+ପ୍ର+କୃ ଧାତୁ+ଭାବ. ଅ) — ଉପଦ୍ରବ — Tyranny; oppression; ravage
- ସଂ. ବି. (ବି+ପ୍ର+କୃ ଧାତୁ+ଭାବ. ଅ) — ଅନାଦର (ହି. ଶ.) — Slight; disregard
- ସଂ. ବି. (ବି+ପ୍ର+କୃ ଧାତୁ+ଭାବ. ଅ) — ଅବମାନନ — Insult