ବିପ୍ରକର୍ଷ Biprakarsha

  • ସଂ. ବି. (ବି+ପ୍ରକର୍ଷ) — ଦୂରତ୍ୱ — Distance; remoteness
  • ସଂ. ବି. (ବି+ପ୍ରକର୍ଷ) — ବନ୍ଧୁତାର ବା ସମ୍ପର୍କର ଦୂରତ୍ୱ — Distance of relationship