ବିପ୍ରକର୍ଷଣ ଶକ୍ତି Biprakarshaṇa ṡakti

  • ଦେ. ବି. (ଜଡ଼ବିଜ୍ଞାନ) — ଯେଉଁ ଶକ୍ତିଦ୍ୱାରା ପଦାର୍ଥର ପରମାଣୁସକଳ ପରସ୍ପରକୁ ପରସ୍ପର— ଠାରୁ ପୃଥକ୍ କରି ରଖନ୍ତି — The force which repels atoms of a thing from one another