ବିପୁଳଘର ଦାନ Bipuḻaghara dāna

  • ଦେ. ବି — କୌଣସି ବ୍ରାହ୍ମଣଙ୍କୁ ଜମି, ଘର, ଲୁଗା, ଅଳଙ୍କାର, ଧନ, ଧାନ୍ୟ, ଭୋଜ୍ୟବସ୍ତୁ, ଶଯ୍ଯାଦି ଓ ତାହାଙ୍କ ପରିବାରର ଯାବତୀୟ ଆବଶ୍ୟକ ଦ୍ରବ୍ୟର ଦାନ — A gift made to a Brāhmaṇa consisting of cash ornaments, land, cloth, victuals and every other thing wanted by a house holder
  • ଦେ. ବି — [ଦ୍ର—ଯେଉଁ ଲୋକ ବିପୁଳଘର ଦାନ ଗ୍ରହଣ କରେ ସେ ଅନ୍ତତଃ ବର୍ଷେ କାଳ ପର୍ଯ୍ୟନ୍ତ କୌଣସି ବସ୍ତୁ ଅନ୍ୟ କାହା ଠାରୁ ସାହାଯ୍ଯ ପାଇବାକୁ ଲୋଡ଼େ ନାହିଁ। ଦାନ ସାମଗ୍ରୀ ମଧ୍ୟରେ ସବୁ ପ୍ରୟୋଜନୀୟ ବସ୍ତୁ ଥାଏ।]