ବିପୁଳକାୟ Bipuḻakāya

  • ସଂ. ବିଣ. ପୁଂ—(ବହୁବ୍ରୀହି; ବିପୁଳ+କାୟ=ଦେହ) — ବିଶାଳ ଶରୀରବିଶିଷ୍ଟ (ବ୍ୟକ୍ତି) — Big-bodied; gigantic; giant