ବିପରିଣାମୀ Bipariṇāmī

  • ସଂ. ବିଣ. (ବିପରିଣାମ+ଇନ୍; 1 ମା. 1 ବ.) — ପରିବର୍ତ୍ତନଶୀଳ — Changeable; liable to change
  • ସଂ. ବିଣ. (ବିପରିଣାମ+ଇନ୍; 1 ମା. 1 ବ.) — ବୈପରୀତ୍ୟବିଶିଷ୍ଟ — Full of contrarieties