ବିପରିଣତ Bipariṇata

  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ବିପର୍ଯ୍ଯସ୍ତ; ବ୍ୟତିବସ୍ତ — Confused; overwhelmed; upturned
  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ପରି— ବର୍ତ୍ତିତ — Changed; transfigured; transformed
  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ବିନଷ୍ଟ — Ruined
  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ମୃତ — Dead
  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ବିପରୀତ — Contrary
  • ସଂ. ବିଣ. (ବି+ପରି+ନମ୍ ଧାତୁ+କର୍ତ୍ତୃ. ତ) — ବିକୃତ — Deteriorated