ବିପରିଣତି Bipariṇati
- ସଂ. ବି—(ବି+ପରି+ନମ୍ ଧାତୁ+ଭାବ. ତି) — ବିପର୍ଯ୍ଯୟ; ବୈପରୀତ୍ୟ — Contrariety; confusion
- ସଂ. ବି—(ବି+ପରି+ନମ୍ ଧାତୁ+ଭାବ. ତି) — ପରିବର୍ତ୍ତନ — change; transformation
- ସଂ. ବି—(ବି+ପରି+ନମ୍ ଧାତୁ+ଭାବ. ତି) — ମୃତ୍ୟୁ — Death
- ସଂ. ବି—(ବି+ପରି+ନମ୍ ଧାତୁ+ଭାବ. ତି) — ବିନାଶ — Ruin; destruction
- ସଂ. ବି—(ବି+ପରି+ନମ୍ ଧାତୁ+ଭାବ. ତି) — ବିକୃତି — Deterioration; change for the worse