ବିପନ୍ନତାରଣ Bipannatāraṇa

  • ସଂ. ବି. (ବିପନ୍ନ+ତୃ ଧାତୁ ଣିଚ୍+ଭାବ. ଅନ) — ବିପଦ୍ଗ୍ରସ୍ତ ବ୍ୟକ୍ତିକୁ ବିପଦରୁ ରକ୍ଷା କରିବା — Saving a man in distress
  • ସଂ. ବିଣ. (+କର୍ତ୍ତୃ. ଅନ) — ବିପନ୍ନ ବ୍ୟକ୍ତିର ରକ୍ଷାକରୀ — Delivering a man from calamities