ବିପଦ୍ଗ୍ରସ୍ତ Bipad-grasta

  • ସଂ. ବିଣ. ପୁଂ—( 3 ୟା ତତ୍; ବିପଦ୍+ଗ୍ରସ୍ତ) — ବିପନ୍ନ; ଯେ ବିପଦରେ ପଡ଼ି ଥାଏ — Beset with calamities