ବିପଦ୍ ବେଷ୍ଟିତ Bipad beshṭita

  • ସଂ. ବିଣ—( 3 ୟା ତତ୍; ବିପଦ+ବେଷ୍ଟିତ) — ଯାହାକୁ ଚାରି ଆଡ଼େ ବିପଦ ଘେରି ଅଛି — Beset with or surrounded by difficulties