ବିପଦୁଦ୍ଧରଣକ୍ଷମ Bipadudharaṇakshama

  • ସଂ. ବିଣ. ପୁଂ. ( 5 ମୀ ତତ୍; 7 ମୀ ତତ୍ପୁରୁଷ; ବିପଦ୍+ଉଦ୍ଧରଣ+କ୍ଷମ) — ଯେ ଅନ୍ୟ ଲୋକକୁ ବିପଦରୁ ଉଦ୍ଧାର କରିପାରେ — Capable of saving a person from calamity