ବିପଦାର୍ତ୍ତ Bipadārtta

  • ସଂ. ବିଣ. ପୁଂ. ( 3 ୟା ତତ୍; ବିପଦ୍+ଆର୍ତ୍ତ) — ବିପଦଦ୍ୱାରା ବ୍ୟାକୁଳ ବା ଜର୍ଜରିତ — Overwhelmed with calamities