ବିପତ୍ନୀକ Bipatnīka
- ସଂ. ବିଣ. ଓ ବି. ପୁଂ—(ବହୁବ୍ରୀହ; ବି=ବିଗତ+ପତ୍ନୀ; କ. ଆଗମ) — ବିଗତପତ୍ନୀକ; ଯାହାର ପତ୍ନୀ— ବିୟୋଗ ଘଟି ଅଛି; ମୃତଦାର — Widower
- ସଂ. ବିଣ. ଓ ବି. ପୁଂ—(ବହୁବ୍ରୀହ; ବି=ବିଗତ+ପତ୍ନୀ; କ. ଆଗମ) — ଯାହାର ଭାର୍ଯ୍ଯା ନାହିଁ; ପତ୍ନୀ-ବିହୀନ — Having no wife; unmarried; single