ବିପତ୍ତି Bipatti

  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ମହା ବିପଦ୍ — Great danger; calamity
  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ଆପଦ୍; ବିପ୍ଦ — Danger
  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ନାଶ; କ୍ଷୟ — Ruin; decay
  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ବିନାଶ — Destruction
  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ଦୂରବସ୍ଥା; ଦୁର୍ଦ୍ଦଶା; ଦୁର୍ଭାଗ୍ୟ — Misfortune
  • ସଂ. ବି (ବି+ପଦ୍ ଧାତୁ+ଭାବ ତି) — ସମ୍ପତ୍ତି ନାଶ — Adversity