ବିପତ୍ତି ମୋଚନ Bipatti mochana

  • ସଂ. ବି — ବିପତ୍ତିରୁ ଉଦ୍ଧାର ପାଇବା — Deliverance from calamity
  • ସଂ. ବି — ବିପଦରୁ ଉଦ୍ଧାର କରିବା — Delivering one from danger
  • ସଂ. ବିଣ — ଯେ ବିପତ୍ତିରୁ ଉଦ୍ଧାର କରନ୍ତି — Delivering from danger or calamity