ବିପତ୍ତି ବାରଣ Bipatti bāraṇa

  • ସଂ. ବିଣ — ଯେ ଅନ୍ୟ ବ୍ୟକ୍ତି ଉପରେ ପଡ଼ିବା ବିପତ୍ତିକୁ ପୂର୍ବରୁ ବନ୍ଦ କରାଏ — Preventing the happenig of a calamity
  • ବି — ବିପତ୍ତି ପଡ଼ିବାକୁ ନ ଦେବା — Prevention of a calamity