ବିପତ୍ତାରଣ Bipattāraṇa

  • ସଂ. ବି (ବିପଦ୍+ତାରଣ) — ଅନ୍ୟକୁ ବିପଦରୁ ଉଦ୍ଧାର କରିବା — Delivering a person from danger
  • ସଂ. ବି (ବିପଦ୍+ତାରଣ) — ଅନ୍ୟଦ୍ୱାରା ବିପଦରୁ ଉତୁରିବା — Deliverance from danger
  • ସଂ. ବିଣ — ବିପତ୍ତାରକ — Delivering a person from danger