ବିପକ୍ତ୍ରିମ Bipaktrima

  • ସଂ. ବିଣ (ବି+ପଚ୍ ଧାତୁ+ଜାତାର୍ଥେ, ତ୍ରିମ) — ପାକ ଦ୍ୱାରା ଜାତ; ଯାହା ପାକ କରାଯାଇ ପ୍ରସ୍ତୁତ ହୁଏ — Obtained by cooking; cooked
  • ସଂ. ବିଣ (ବି+ପଚ୍ ଧାତୁ+ଜାତାର୍ଥେ, ତ୍ରିମ) — ସୁପରିପକ୍ୱ — Well ripened
  • ସଂ. ବିଣ (ବି+ପଚ୍ ଧାତୁ+ଜାତାର୍ଥେ, ତ୍ରିମ) — ସୁଜୀର୍ଣ୍ଣ — Well digested