ବିନୟ Binaya

  • ସଂ. ବି (ବି+ନୀ ଧାତୁ=ନେବା, ନଇଁବା+ଭାବ ଅ) — ବିନତି (ଦେଖ) — Binati (See)
  • ସଂ. ବି (ବି+ନୀ ଧାତୁ=ନେବା, ନଇଁବା+ଭାବ ଅ) — କୋମଳତା (ଜ୍ଞାନେନ୍ଦ୍ର) — Tenderness