ବିନମ୍ର Binamra

  • ସଂ. ବିଣ ପୁଂ (ବି+ନମ୍ ଧାତୁ+କର୍ତ୍ତୃ ର) — ଅତି ନମ୍ର — Very humble
  • ସଂ. ବିଣ ପୁଂ (ବି+ନମ୍ ଧାତୁ+କର୍ତ୍ତୃ ର) — ବିନୟୀ — Modest; polite; affable
  • ସଂ. ବିଣ ପୁଂ (ବି+ନମ୍ ଧାତୁ+କର୍ତ୍ତୃ ର) — 3 ପ୍ରଣତ — 3ପ୍ରଣତ—3. Inclined; bent
  • ସଂ. ବିଣ ପୁଂ (ବି+ନମ୍ ଧାତୁ+କର୍ତ୍ତୃ ର) — ମୃଦୁ; କୋମଳ — Tender
  • ସଂ. ବିଣ ପୁଂ (ବି+ନମ୍ ଧାତୁ+କର୍ତ୍ତୃ ର) — ଅତ୍ୟନ୍ତ ନଇଁ ପଡ଼ିଥିବା — Bent low
  • ସଂ. ବି — ତଗର ଫୁଲ (ହି. ଶବ୍ଦସାଗର) — Tagara (See)