ବିନ୍ୟସ୍ତ Binyasta

  • ସଂ. ବିଣ (ବି+ନି+ଅସ୍ ଧାତୁ+କର୍ମ. ତ) — ସଜ୍ଜିତ; ଯଥା— କ୍ରମରେ ରଚିତ; ଖଚିତ — 1. Arranged in order; methodically arranged; paved; inlaid
  • ସଂ. ବିଣ (ବି+ନି+ଅସ୍ ଧାତୁ+କର୍ମ. ତ) — ସ୍ଥାପିତ — Set; placed; put down; fixed
  • ସଂ. ବିଣ (ବି+ନି+ଅସ୍ ଧାତୁ+କର୍ମ. ତ) — ବିକ୍ଷିପ୍ତ — 2. Scattered; thrown
  • ସଂ. ବିଣ (ବି+ନି+ଅସ୍ ଧାତୁ+କର୍ମ. ତ) — ଅର୍ପିତ — Deposited; presented
  • ସଂ. ବିଣ (ବି+ନି+ଅସ୍ ଧାତୁ+କର୍ମ. ତ) — ହସ୍ତରେ ଦତ୍ତ; ନ୍ୟସ୍ତ — Delivered (Apte)