ବିନ୍ନ Binna
- ସଂ. ବି (ବିଦ୍ ଧାତୁ+କର୍ମ ତ) — ପ୍ରାପ୍ତ — Got; obtained
- ସଂ. ବି (ବିଦ୍ ଧାତୁ+କର୍ମ ତ) — ବିଚାରିତ — Considered; judged
- ସଂ. ବି (ବିଦ୍ ଧାତୁ+କର୍ମ ତ) — ବିବାହିତ — Married
- ସଂ. ବି (ବିଦ୍ ଧାତୁ+କର୍ମ ତ) — ଅବସ୍ଥିତ — Situated
- ସଂ. ବି (ବିଦ୍ ଧାତୁ+କର୍ମ ତ) — ଜ୍ଞାତ — Known
- ସଂ. ବି (ବିଦ୍ ଧାତୁ+କର୍ମ ତ) — ପରିଚିତ — Acquainted with
- ସଂ. ବି (ବିଦ୍ ଧାତୁ+କର୍ମ ତ) — ଆଲୋ— ଚିତ — Discussed (Apte)