ବିନ୍ଧ୍ୟବାସିନୀ Bindhyabāsinī

  • ସଂ. ବିଣ. ସ୍ତ୍ରୀ — ବିନ୍ଧ୍ୟବାସୀର ସ୍ତ୍ରୀଲିଙ୍ଗ — Feminine from of Bindhyabāsī
  • ସଂ. ବି. ସ୍ତ୍ରୀ — ଦୁର୍ଗା — Durgā
  • ସଂ. ବି. ସ୍ତ୍ରୀ — ବିନ୍ଧ୍ୟାଚଳରେ ପ୍ରତିଷ୍ଠିତା ଦୁର୍ଗାଦେବୀ — The name of an idol of Durgā worshipped in the Bindhya hills