ବିନ୍ଧ୍ୟବାସୀ Bindhyabāsī

  • ସଂ. ବିଣ. ପୁଂ — ବିନ୍ଧ୍ୟ ପର୍ବତରେ ବାସ କରୁଥିବା — Living in the Bindhya hills
  • ସଂ. ବି — ମୁନିବିଶେଷ; ବ୍ୟାଡ଼ିମୁନି — Name of a sage
  • ସଂ. ବି — [ଦ୍ର—ଏ ପ୍ରସିଦ୍ଧ ସଂସ୍କୃତ ବୈୟାକରଣିକ ଥିଲେ।]