ବିନ୍ଧୁଣୀ Bindhu; ṇī

  • ଦେ. ବି. (ସଂ. ବେଧନୀ) — ତାତିଲା ଲୁହାରେ ଛିଦ୍ର କରିବା ପାଇଁ ବ୍ୟବହୃତ ସୂଚୀବିଶେଷ — An iron drill
  • ଦେ. ବିଣ — 'ବିନ୍ଧଣା' ର ସ୍ତ୍ରୀ ଲିଙ୍ଗ — Feminine of 'Bindhaṇā'