ବିନ୍ଧିବା Bindhibā
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — (ଅକର୍ମକ) (ବ୍ରଣାଦି) ବ୍ଯଥା କରିବା — To ache
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — (ସକର୍ମକ) କାଠ— ଆଦିରେ ଛିଦ୍ର କରିବା — To bore through wood etc
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — ଫୁଟାଇବା; ଫୋଡ଼ିବା — To pierce
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — ଶୃଙ୍ଗଦ୍ୱାରା ଆଘାତ କରିବା — To gore
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — ଶର ପ୍ରୟୋଗ କରିବା — To shoot an arrow; to use bow
- ଦେ. କ୍ରି (ସଂ. ବ୍ୟଧ୍ ଧାତୁ) — [ଉ—ଟାଣେ ବିନ୍ଧେ ଶମ୍ବ ସଦୃଶ କଳମ୍ବ ତୁମ୍ଭଙ୍କୁ ଏକା ଅତନୁ। କବିସୂର୍ଯ୍ୟ. କିଶୋରୀଚମ୍ପୂ. ଟ ଗୀତ।]