ବିନ୍ଧିଣି Bindhiṇi

  • ଦେ. ବି (ବଣିଆ ଶବ୍ଦ) — ଅଳଙ୍କାର ଉପରେ ପଥର ବସାଇବା କାମ — Fīxing of gems on ornaments
  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ଲିହଣ — Iron chisel