ବିନ୍ଧାବିନ୍ଧି Bindhābinddhi

  • ଦେ. ବି — ପରସ୍ପରକୁ ବିନ୍ଧିବା — Mutual goring
  • ଦେ. ବି — (ସହଚର) ଶରୀରର ଅନେକ ସ୍ଥାନ ବଥାଇବା — Aching sensation in many parts of the body