ବିନ୍ଦୁସର Bindu sara

  • ସଂ. ବି—(ନାମ) — ତିବ୍ଦତ ଦେଶାନ୍ତର୍ଗତ ପ୍ରସିଦ୍ଧ ଜଳାଶୟ — An inland lake in tibet
  • ସଂ. ବି—(ନାମ) — (ବିନ୍ଦୁ ସରୋବର; ବିନ୍ଦୁ ହ୍ରଦ—ଅନ୍ୟରୂପ)
  • ସଂ. ବି—(ନାମ) — [ଦ୍ର—ଏହା ମୈନାକ ପର୍ବତ ସମୀପରେ ଥିବା ମହାଭାରତରେ ଉଲ୍ଲିଖିତ ଅଛି, ଯଥା—ମଇନାକ ପର୍ବତେ ହୋଇଲେ ପ୍ରବେଶ— * * * ତାହା ସମୀପେ ଯେଉଁ ବିନ୍ଦୁ ସର ଅଛି। କୃଷ୍ଣସିଂହ. ମହାଭାରତ. ସଭା। ଭାଗୀରଥ ଗଙ୍ଗାକୁ ପୃଥିବୀରେ ଅବ— ତରଣ କରାଇବା ପାଇଁ ଏହିଠାରେ ତପସ୍ୟା କରିଥିଲେ।]