ବିନ୍ଦୁବିସର୍ଗ Bindu bisarga
- ଦେ. ବି — କୌଣସି ଘଟଣାର କିଞ୍ଚିନ୍ମାତ୍ର ସଂବାଦ — Any slightest information about any matter
- ଦେ. ବି — (ଯଥା—ମୁଁ ଏ କଥାର ବିନ୍ଦୁ ବିସର୍ଗ ଜାଣେ ନାହିଁ।)
- ସଂ. ବି — କୌଣସି ଲେଖାରେ ଅକ୍ଷରମାନଙ୍କରେ ଥିବା ବିନ୍ଦୁ (ଅନୁସ୍ୱାର) ଓ ବିସର୍ଗ ଚିହ୍ନ— ମାନ — The dots and dashes in a writing
- ସଂ. ବି — ଅନୁସ୍ୱାର ଓ ବିସର୍ଗର ଚିହ୍ନମାନ — The signs of Anuswāra and bisarga