ବିନ୍ଦୁ ପତନ Bindu patana

  • ସଂ. ବି—( 6 ଷ୍ଠୀ ତତ୍; ବିନ୍ଦୁ+ପତନ) — ଜଳୀୟ ବସ୍ତୁର ଟୋପାମାନ ପଡ଼ିବା — The falling of a liquid by drops
  • ସଂ. ବି—( 6 ଷ୍ଠୀ ତତ୍; ବିନ୍ଦୁ+ପତନ) — ଛୋଟ ଛୋଟ ଟୋପାରେ ବର୍ଷା ହେବା — Raining in drops; dribble
  • ସଂ. ବି—( 6 ଷ୍ଠୀ ତତ୍; ବିନ୍ଦୁ+ପତନ) — ଶୁକ୍ରକ୍ଷରଣ — The discharge of semen