ବିନ୍ଦୁ ଧାରଣ Bindu dhārṇa

  • ସଂ. ବି—( 6 ଷ୍ଠୀ ତତ୍, ବିନ୍ଦୁ+ଧାରଣ) — ବ୍ରହ୍ମଚର୍ଯ୍ଯ ବ୍ରତ ଅବଲମ୍ବନପୂର୍ବକ ବୀର୍ଯ୍ଯକୁ ଶରୀରରେ ରକ୍ଷଣ — The act of restraining the discharge of semen by observing continence